Popular posts from this blog
Gender in odia
ଲିଙ୍ଗ ପରିବର୍ତ୍ତନ ବାପା - ମାଆ ପିତା - ମାତା ଭାଇ - ଭଉଣୀ କକା/ କକେଇ - ଖୁଡି ଜେଜେବାପା - ଜେଜେମାଆ ଅଜା - ଆଈ ପୁତୁରା - ଝିଆରୀ ମାମୁଁ - ମାଇଁ ଶ୍ୱଶୁର - ଶାଶୁ ନର - ନାରୀ ନନା - ବୋଉ ଭଣଜା - ଭାଣେଜୀ ନଣନ୍ଦେଇ - ନଣନ୍ଦ ବର - କନ୍ୟା ଦେଢ଼ଶୁର - ବଡଯାଆ ଭିଣେଇ - ଭଉଣୀ ଜୋଇଁ - ଝିଅ ଭାଇ - ଭାଉଜ ଦିଅର - ଯାଆ ପୁଅ - ଝିଅ ମଉସା - ମାଉସୀ ଦଦା - ଦେଠେଇ ପିଉସା - ପିଉସୀ ସ୍ୱାମୀ - ସ୍ତ୍ରୀ ବୁଢା - ବୁଢ଼ୀ ଜନକ - ଜନନୀ ନାତି - ନାତୁଣୀ କିଶୋର - କିଶୋରୀ ପୁଅ - ବୋହୁ ଭାଣେଜୀଜୋଇଁ - ଭାଣେଜୀ ଝିଆରୀଜୋଇଁ - ଝିଆରୀ ପୁରୁଷ - ମହିଳା ଶଢୁ - ଶାଳୀ ଶ୍ରୀମାନ - ଶ୍ରୀମତୀ କୁମାର - କୁମାରୀ ଭିକାରୀ - ଭିକାରୁଣୀ ଗଉଡ଼ - ଗଉଡ଼ୁଣୀ ...
Comments
Post a Comment