Posts

Showing posts with the label opposite wordsinodia

250+ opposite words in odia

Image
      ବିପରୀତ ଶବ୍  ଅନୁରକ୍ତ - ବିରକ୍ତ ଆଗ - ପଛ  ଅୠଣୀ - ଋଣୀ  ଅଧମ - ଉତ୍ତମ  ଅଚିନ୍ତା - ଚିନ୍ତା  ଅଣୁ - ବୃହତ ଅଗ -ମୂଳ  ଅଗ୍ର - ପଶ୍ଚାତ ଅସୁନ୍ଦର - ସୁନ୍ଦର  ଅଜ୍ଞ - ବିଜ୍ଞ   ଅଜୀର୍ଣ୍ଣ - ଜୀର୍ଣ୍ଣ  ଅନୁରାଗ - ବିରାଗ ଅମୃତ - ବିଷ ଅଲଣା - ଲୁଣିଆ  ଅବାଧ୍ୟ - ବାଧ୍ୟ  ଅପାୟ - ଉପାୟ ଅନ୍ୟାୟ - ନ୍ୟାୟ  ଅହିଂସା - ହିଂସା  ଅପରାହ୍ନ - ପୂର୍ବାହ୍ନ  ଅନୁକୂଳ - ପ୍ରତିକୂଳ ଅର୍ଥ - ଅନର୍ଥ  ଅକାରଣ - କାରଣ  ଅଜ୍ଞାନ - ଜ୍ଞାନ  ଅରୁଚି - ରୁଚି  ଅଧୀର - ଧୀର  ଅମଙ୍ଗଳ - ମଙ୍ଗଳ  ଅଧିକ  - ଉଣା  ଅପେକ୍ଷା - ଉପେକ୍ଷା ଅଭିଜ୍ଞ - ଅନଭିଜ୍ଞ  ଅସୁରକ୍ଷିତ - ସୁରକ୍ଷିତ  ଅରୁଆ - ଉଷୁନା  ଅସୀମ - ସସୀମ  ଅସୁନ୍ଦର - ସୁନ୍ଦର ଅଳ୍ପାୟୁ - ଦୀର୍ଘାୟୁ ଅନୀତି - ନୀତି ଅନିର୍ଦ୍ଧିଷ୍ଟ - ନିର୍ଦ୍ଧିଷ୍ଟ ଅପମାନ - ମାନ ଅସୁସ୍ଥ - ସୁସ୍ଥ ଅସମୟ - ସମୟ  ଅଗ୍ର - ପଶ୍ଚାତ ଅନୁରାଗ - ବିରାଗ ଅମୃତ - ବିଷ ଅଲଣା - ଲୁଣିଆ  ଅବାଧ୍ୟ - ବାଧ୍ୟ  ଅପାୟ - ଉପାୟ  ଅଧିକ - ଉଣା  ଅପେକ୍ଷା - ଉପେକ୍ଷା  ଅକ୍ଲାନ୍ତ - କ୍ଲାନ୍ତ  ଅକାତର - କାତର  ଅଧା - ପୁରା ଅଚଳ - ଚଳ ଅଚେତନ - ସଚେତନ...