250+ opposite words in odia
ବିପରୀତ ଶବ୍
- ଅନୁରକ୍ତ - ବିରକ୍ତ
- ଆଗ - ପଛ
- ଅୠଣୀ - ଋଣୀ
- ଅଧମ - ଉତ୍ତମ
- ଅଚିନ୍ତା - ଚିନ୍ତା
- ଅଣୁ - ବୃହତ
- ଅଗ -ମୂଳ
- ଅଗ୍ର - ପଶ୍ଚାତ
- ଅସୁନ୍ଦର - ସୁନ୍ଦର
- ଅଜ୍ଞ - ବିଜ୍ଞ
- ଅଜୀର୍ଣ୍ଣ - ଜୀର୍ଣ୍ଣ
- ଅନୁରାଗ - ବିରାଗ
- ଅମୃତ - ବିଷ
- ଅଲଣା - ଲୁଣିଆ
- ଅବାଧ୍ୟ - ବାଧ୍ୟ
- ଅପାୟ - ଉପାୟ
- ଅନ୍ୟାୟ - ନ୍ୟାୟ
- ଅହିଂସା - ହିଂସା
- ଅପରାହ୍ନ - ପୂର୍ବାହ୍ନ
- ଅନୁକୂଳ - ପ୍ରତିକୂଳ
- ଅର୍ଥ - ଅନର୍ଥ
- ଅକାରଣ - କାରଣ
- ଅଜ୍ଞାନ - ଜ୍ଞାନ
- ଅରୁଚି - ରୁଚି
- ଅଧୀର - ଧୀର
- ଅମଙ୍ଗଳ - ମଙ୍ଗଳ
- ଅଧିକ - ଉଣା
- ଅପେକ୍ଷା - ଉପେକ୍ଷା
- ଅଭିଜ୍ଞ - ଅନଭିଜ୍ଞ
- ଅସୁରକ୍ଷିତ - ସୁରକ୍ଷିତ
- ଅରୁଆ - ଉଷୁନା
- ଅସୀମ - ସସୀମ
- ଅସୁନ୍ଦର - ସୁନ୍ଦର
- ଅଳ୍ପାୟୁ - ଦୀର୍ଘାୟୁ
- ଅନୀତି - ନୀତି
- ଅନିର୍ଦ୍ଧିଷ୍ଟ - ନିର୍ଦ୍ଧିଷ୍ଟ
- ଅପମାନ - ମାନ
- ଅସୁସ୍ଥ - ସୁସ୍ଥ
- ଅସମୟ - ସମୟ
- ଅଗ୍ର - ପଶ୍ଚାତ
- ଅନୁରାଗ - ବିରାଗ
- ଅମୃତ - ବିଷ
- ଅଲଣା - ଲୁଣିଆ
- ଅବାଧ୍ୟ - ବାଧ୍ୟ
- ଅପାୟ - ଉପାୟ
- ଅଧିକ - ଉଣା
- ଅପେକ୍ଷା - ଉପେକ୍ଷା
- ଅକ୍ଲାନ୍ତ - କ୍ଲାନ୍ତ
- ଅକାତର - କାତର
- ଅଧା - ପୁରା
- ଅଚଳ - ଚଳ
- ଅଚେତନ - ସଚେତନ
- ଅତ୍ୟୁଚ - ଉଚ୍ଚ
- ଅଧ - ଉର୍ଦ୍ଧ୍ବ
- ଅନବୃଷ୍ଟି - ସ୍ୱଳ୍ପବୃଷ୍ଟି
- ଅନୁଗ୍ରହ - ନିଗ୍ରହ
- ଅନୁଲୋମ - ପ୍ରତିଲୋମ
- ଅନ୍ତରଙ୍ଗ - ବହିରଙ୍ଗ
- ଅପଚୟ - ଉପଚୟ
- ଅପରାଜିତ - ପରାଜିତ
- ଅପରାଧ - ନିରାପରାଧ
- ଅପରାଧୀ - ନିରାପରାଧୀ
- ଅବସନ୍ନ - ପ୍ରସନ୍ନ
- ଅବିଚାର - ବିଚାର
- ଅର୍ପଣ - ପ୍ରତ୍ୟୁର୍ପଣ
- ଅଶିକ୍ଷିତ - ଶିକ୍ଷିତ
- ଅହିତ - ହିତ
- ଅଶନ୍ନ - ଅନଶନ
- ଆମଦାନୀ - ରପ୍ତାନୀ
- ଆଗ - ପଛ
- ଆସିବା - ଯିବା
- ଆଦ୍ୟ - ପ୍ରାନ୍ତ
- ଆନନ୍ଦ - ନିରାନନ୍ଦ
- ଆକାଶ - ପାତାଳ
- ଆରମ୍ଭ - ଶେଷ
- ଆଲୋକ - ଅନ୍ଧକାର
- ଆଲୁଅ - ଅନ୍ଧାର
- ଆସ୍ତିକ - ନାସ୍ତିକ
- ଆଶୀର୍ବାଦ - ଅଭିଶାପ
- ଆବିର୍ଭାବ - ତିରୋଧାନ
- ଆବାହନ - ବିସର୍ଜନ
- ଆଦାନ - ପ୍ରଦାନ
- ଆଦ୍ର - ଶୁଷ୍କ
- ଆରୋହ - ଅବରୋହ
- ଆରୋହଣ - ଅବରୋହଣ
- ଆବଦ୍ଧ - ମୁକ୍ତ
- ଆଦର - ଅନାଦର
- ଆଭ୍ୟନ୍ତର - ବାହ୍ୟ
- ଆପଣା - ପର
- ଇହ - ପର
- ଇଷ୍ଟ - ଅନିଷ୍ଟ
- ଉତ୍ଥାନ - ପତନ
- ଉନ୍ନତି - ଅବନତି
- ଉଦାର - ଅନୁଦାର
- ଉତ୍ସାହ - ନିରୁତ୍ସାହ
- ଉର୍ବର - ଅନୁର୍ବର
- ଉଷ୍ମ - ଶୀତଳ
- ଉଦୟ - ଅସ୍ତ
- ଉପର - ତଳ
- ଉଠାଣି - ଗଡ଼ାଣି
- ଉଚ୍ଚ - ନୀଚ
- ଉତ୍କର୍ଷ - ଅପକର୍ଷ
- ଉଦ୍ଧତ - ବିନୀତ
- ଉଦବେଗ - ନିରୁଦବେଗ
- ଐହିକ - ପାରିତ୍ରିକ
- ଓଦା - ଶୁଖିଲା
- ଏକ - ଅନେକ
- କପଟ - ନିଷ୍କପଟ
- କଠିନ - କୋମଳ
- କୋମଳ - କର୍କଶ / ରୁକ୍ଷ
- କୀର୍ତ୍ତି - ଅପକୀର୍ତ୍ତି
- କୃତଜ୍ଞ - କୃତଘ୍ନ
- କୃପଣ - ବଦାନ୍ୟ / ଦାନୀ
- କଶିକ୍ଷା - ସୁଶିକ୍ଷା
- କଳଙ୍କିତ - ନିଷ୍କଳଙ୍କ
- କୁକର୍ମ - ସୁକର୍ମ
- କ୍ରେତା - ବିକ୍ରେତା
- କୁଟୀର - ପ୍ରାସାଦ
- କୃଷ୍ଣ - ଶୁକ୍ଳ
- କଳା - ଗୋରା
- କାଳୀ - ଗୋରୀ
- କନିଷ୍ଠ - ଜ୍ୟେଷ୍ଠ
- କମ - ଅଧିକ
- କଠୋର - ବିନମ୍ର
- କଣ୍ଟକ - ନିଷ୍କଣ୍ଟକ
- କପଟ - ନିଷ୍କପଟ
- କର୍ମ - ଅକର୍ମ
- କୁଟୀଳ - ସରଳ
- କୃତକାର୍ଯ୍ୟ - ଅକୃତକାର୍ଯ୍ୟ
- କ୍ରିୟା - ପ୍ରତିକ୍ରିୟା
- ଖାଲ - ଢିପ
- ଖୋଲା - ମୁଦା
- ଖରାପ - ଭଲ
- ଖାଣ୍ଟି - ଭେଜାଲ
- ଖରା - ବର୍ଷା
- ଖାତକ - ମହାଜନ
- ଖଟା - ମିଠା
- ଖୋଲା - ବନ୍ଦ
- ଖିଆ - ଅଖିଆ
- ଖଳ - ସାଧୁ
- ଗୁରୁ - ଲଘୁ
- ଗରିମା - ଲଘିମା
- ଗମ୍ୟ - ଅଗମ୍ୟ
- ଗର୍ବୀ - ବିନୟୀ
- ଗେଡା - ଡେଙ୍ଗା
- ଗରିବ - ଧନୀ
- ଗୁଣ - ଦୋଷ
- ଗୁରୁ - ଶିଷ୍ୟ
- ଗୁଣୀ - ନିର୍ଗୁଣ
- ଗୋପନୀୟ - ପ୍ରକାଶ
- ଘୃଣା - ପ୍ରେମ
- ଗୋଳିଆ - ସଫା
- ଘର - ବାହାର
- ଘନ - ତରଳ
- ଚିରସ୍ଥାୟୀ - କ୍ଷଣସ୍ଥାୟୀ
- ଚିନ୍ତିତ - ନିଶ୍ଚିନ୍ତ
- ଚତୁର - ବୋକା
- ଚଞ୍ଚଳ - ମଠ
- ଚିନ୍ତା - ଅଚିନ୍ତା
- ଜୀର୍ଣ୍ଣ - ଅଜୀର୍ଣ୍ଣ
- ଜୁଆର - ଭଟ୍ଟା
- ଜନ୍ମ - ମୃତ୍ୟୁ
- ଜୟ - ପରାଜୟ
- ଜଳ - ସ୍ଥଳ
- ଜାତ - ଅଜାତ
- ଜୀବନ୍ତ - ମୃତ
- ତୋଷ - ରୋଷ
- ତୁଷ୍ଟ - ରୁଷ୍ଟ
- ତାରଣ - ମାରଣ
- ଦେଣ - ନେଣ
- ଦାତା - ଗ୍ରହୀତା
- ଦୁର୍ବଳ - ସବଳ
- ଦ୍ରୁତ - ମନ୍ଥର
- ନିଜ - ପର
- ନୂତନ - ପୁରାତନ
- ନିୟମ - ଅନିୟମ/ ବେନିୟମ
- ନିଦ - ପୋଲା
- ନୂତନ - ପୁରାତନ
- ନବୀନ - ପ୍ରାଚୀନ
- ନିନ୍ଦା - ପ୍ରଶଂସା
- ନୁଆଁ - ପୁରୁଣା
- ନିର୍ଦ୍ଧିଷ୍ଟ - ଅନିର୍ଦ୍ଧିଷ୍ଟ
- ନିଷ୍କାମ - ସକାମ
- ପଣ୍ଡିତ - ମୂର୍ଖ
- ପ୍ରାକୃତିକ - କୁତ୍ରିମ
- ପ୍ରଶ୍ନ - ଉତ୍ତର
- ପ୍ରସନ୍ନ - ଅପ୍ରସନ୍ନ
- ପୁରସ୍କାର - ତିରସ୍କାର
- ପ୍ରତ୍ୟକ୍ଷ - ପରୋକ୍ଷ
- ପ୍ରାଚୀନ - ନୂତନ
- ପ୍ରସିଦ୍ଧ - ଅଜ୍ଞାତ
- ପ୍ରତ୍ୟୁଷ - ପ୍ରଦୋଷ
- ପଦ୍ୟ - ଗଦ୍ୟ
- ପିଲା - ବୁଢା
- ପଡ଼ିଆ - ଉଠିଆ
- ପୂର୍ବାହ୍ନ - ଅପରାହ୍ନ
- ପାପ - ପୁଣ୍ୟ
- ବିଭକ୍ତ - ଅବିଭକ୍ତ
- ବନ୍ଧନ - ମୋଚନ
- ବୃତ୍ତି - ନିବୃତ୍ତି
- ବୃହତ - କ୍ଷୁଦ୍ର
- ବାମ - ଡାହାଣ
- ବୃଦ୍ଧି - କ୍ଷୟ
- ବିଚ୍ଛିନ୍ନ - ଅବିଛିନ୍ନ
- ବ୍ୟର୍ଥ - ଅବ୍ୟର୍ଥ
- ବିଚ୍ଛେଦ - ମିଳନ
- ଭେଦ - ଅଭେଦ
- ଭୀମ - କାନ୍ତ
- ଭୀରୁ - ନିର୍ଭୀକ
- ଭଲ - ମନ୍ଦ
- ଭଦ୍ର - ଅଭଦ୍ର
- ଭିତର - ବାହାର
- ଭକ୍ଷଣ - ରକ୍ଷଣ
- ଭାରି - ହାଲୁକା
- ଭକ୍ଷକ - ରକ୍ଷକ
- ମୂକ - ବାଚାଳ
- ମିଶ୍ରିତ - ଅମିଶ୍ରିତ
- ମୂର୍ଖ - ଜ୍ଞାନୀ
- ମିଥ୍ୟା - ସତ୍ୟ
- ମାନ - ଅପମାନ
- ମସୃଣ - ବନ୍ଧୁର
- ମଠ - ଚଞ୍ଚଳ
- ମୁକ - ବାଚାଳ
- ମିଥ୍ୟା - ସତ୍ୟ
- ଯୁଗ୍ମ - ଅଯୁଗ୍ମ
- ଶୁନ୍ୟ - ପୁର୍ଣ୍ଣ
- ଶତ୍ରୁ - ମିତ୍ର
- ଶ୍ରଦ୍ଧା - ଘୃଣା
- ଶିକ୍ଷିତ - ଅଶିକ୍ଷିତ
- ଶାନ୍ତି - ଅଶାନ୍ତି
- ଶିଷ୍ଟ - ଅଶିଷ୍ଟ
- ଶାଶ୍ୱତ - ନଶ୍ଵର
- ଶସ୍ତା - ମହଙ୍ଗା
- ସମ୍ପଦ - ବିପଦ
- ସୁଦଶା - ଦୁର୍ଦ୍ଦଶା
- ସ୍ଥାୟୀ - ଅସ୍ଥାୟୀ
- ସୁଗମ - ଦୁର୍ଗମ
- ସାକ୍ଷର - ଆଣସାକ୍ଷର
- ସାଧୁ - ଅସାଧୁ
- ସମାସ - ବ୍ୟାସ
- ସମୟ - ଅସମୟ
- ସଞ୍ଜ - ସକାଳ
- ସୁପ୍ତ - ଜାଗ୍ରତ
- ସଂକୋଚନ - ପ୍ରସାରଣ
- ସଭ୍ୟ - ଅସଭ୍ୟ
- ସୁସ୍ଥ - ଅସୁସ୍ଥ
- ସଫଳ - ବିଫଳ
- ସୁନାମ - ଦୁର୍ନାମ
- ସ୍ୱାଧୀନ - ପରାଧୀନ
- ସାଧ୍ୟ - ଅସାଧ୍ୟ
- ସମାନ - ବିପରୀତ
- ସୁନ୍ଦର - ଅସୁନ୍ଦର
- ସ୍ୱର୍ଗ - ନର୍କ
- ସୃଷ୍ଟି - ଧ୍ବଂସ
- ସିଧା - ବଙ୍କା
- ଲମ୍ବା - ଛୋଟ
- ଲୋଭୀ - ନିର୍ଲୋଭ
Comments
Post a Comment