Posts

Showing posts with the label genderforkids

Gender in odia

Image
         ଲିଙ୍ଗ ପରିବର୍ତ୍ତନ ବାପା - ମାଆ ପିତା - ମାତା  ଭାଇ - ଭଉଣୀ  କକା/ କକେଇ - ଖୁଡି  ଜେଜେବାପା - ଜେଜେମାଆ  ଅଜା - ଆଈ  ପୁତୁରା - ଝିଆରୀ  ମାମୁଁ - ମାଇଁ  ଶ୍ୱଶୁର - ଶାଶୁ ନର - ନାରୀ  ନନା - ବୋଉ  ଭଣଜା - ଭାଣେଜୀ             ନଣନ୍ଦେଇ - ନଣନ୍ଦ  ବର - କନ୍ୟା  ଦେଢ଼ଶୁର - ବଡଯାଆ  ଭିଣେଇ - ଭଉଣୀ  ଜୋଇଁ - ଝିଅ ଭାଇ  -  ଭାଉଜ    ଦିଅର - ଯାଆ ପୁଅ - ଝିଅ ମଉସା   -  ମାଉସୀ ଦଦା  -  ଦେଠେଇ ପିଉସା  -  ପିଉସୀ ସ୍ୱାମୀ  -  ସ୍ତ୍ରୀ ବୁଢା   -  ବୁଢ଼ୀ ଜନକ   -   ଜନନୀ ନାତି  -  ନାତୁଣୀ କିଶୋର   -  କିଶୋରୀ ପୁଅ   -  ବୋହୁ ଭାଣେଜୀଜୋଇଁ  -  ଭାଣେଜୀ ଝିଆରୀଜୋଇଁ  - ଝିଆରୀ ପୁରୁଷ  - ମହିଳା  ଶଢୁ   -   ଶାଳୀ ଶ୍ରୀମାନ -  ଶ୍ରୀମତୀ  କୁମାର - କୁମାରୀ  ଭିକାରୀ   -  ଭିକାରୁଣୀ ଗଉଡ଼  - ଗଉଡ଼ୁଣୀ ...