Gender in odia
ଲିଙ୍ଗ ପରିବର୍ତ୍ତନ
ବାପା - ମାଆ
ପିତା - ମାତା
ଭାଇ - ଭଉଣୀ
କକା/ କକେଇ - ଖୁଡି
ଜେଜେବାପା - ଜେଜେମାଆ
ଅଜା - ଆଈ
ପୁତୁରା - ଝିଆରୀ
ମାମୁଁ - ମାଇଁ
ଶ୍ୱଶୁର - ଶାଶୁ
ନର - ନାରୀ
ନନା - ବୋଉ
ଭଣଜା - ଭାଣେଜୀ
ନଣନ୍ଦେଇ - ନଣନ୍ଦ
ବର - କନ୍ୟା
ଦେଢ଼ଶୁର - ବଡଯାଆ
ଭିଣେଇ - ଭଉଣୀ
ଜୋଇଁ - ଝିଅ
ଭାଇ - ଭାଉଜ
ଦିଅର - ଯାଆ
ପୁଅ - ଝିଅ
ମଉସା - ମାଉସୀ
ଦଦା - ଦେଠେଇ
ପିଉସା - ପିଉସୀ
ସ୍ୱାମୀ - ସ୍ତ୍ରୀ
ବୁଢା - ବୁଢ଼ୀ
ଜନକ - ଜନନୀ
ନାତି - ନାତୁଣୀ
କିଶୋର - କିଶୋରୀ
ପୁଅ - ବୋହୁ
ଭାଣେଜୀଜୋଇଁ - ଭାଣେଜୀ
ଝିଆରୀଜୋଇଁ - ଝିଆରୀ
ପୁରୁଷ - ମହିଳା
ଶଢୁ - ଶାଳୀ
ଶ୍ରୀମାନ - ଶ୍ରୀମତୀ
କୁମାର - କୁମାରୀ
ଭିକାରୀ - ଭିକାରୁଣୀ
ଗଉଡ଼ - ଗଉଡ଼ୁଣୀ
ଭଣ୍ଡାରୀ - ଭଣ୍ଡାରୁଣୀ
ବ୍ରାହ୍ମଣ - ବ୍ରାହ୍ମଣୀ
ଅଣ୍ଡିରା - ମାଈ
ଓକିଲ - ଓକିଲିଆଣୀ
ଚାକିରିଆ - ଚାକିରିଆଣୀ
ମାଲିକ - ମାଲିକିଆଣୀ
ପଣ୍ଡିତ - ପଣ୍ଡିତିଆଣୀ
ଜମିଦାର - ଜମିଦାରିଆଣୀ
କଟିକି - କାଟିକିଆଣୀ
ସାଆନ୍ତ - ସାଆନ୍ତାଣୀ
ତେଲି - ତେଲିଆଣୀ
ବାୟା - ବାୟାଣୀ
ଅନ୍ଧ - ଅନ୍ଧୁଣୀ
ଚୋର - ଚୋରଣୀ
ଧୋବା - ଧୋବଣୀ
ଗୃହୀ - ଗୃହିଣୀ
କୃପଣ - କୃପଣା
ଚପଳ - ଚପଳା
ଭଦ୍ର - ଭଦ୍ରା
ପ୍ରଥମ - ପ୍ରଥମା
ଦ୍ଵିତୀୟ - ଦ୍ଵିତୀୟା
ଚାଳକ - ଚାଳିକା
ଗୁଣୀ - ଗୁଣିନୀ
ମାନୀ - ମାନିନୀ
ଗର୍ବୀ - ଗର୍ବିଣୀ
ଅଲିଅଳ - ଅଲିଅଳୀ
ସୁନ୍ଦର - ସୁନ୍ଦରୀ
ମୋଟା - ମୋଟୀ
ଗେଡା - ଗେଡ଼ୀ
ଛୋଟା - ଛୋଟୀ
ତରୁଣ - ତରୁଣୀ
ବାଙ୍ଗରା - ବାଙ୍ଗିରୀ
ଡେଙ୍ଗା - ଡେଙ୍ଗୀ
କାଲ - କାଲୁଣୀ
କଣା - କାଣୀ
ଦୁଷ୍ଟ - ଦୁଷ୍ଟା
ମୟୂର - ମୟୂରୀ
କୋକିଳ - କୋକିଳା
ଷଣ୍ଢ - ଗାଈ
କଳା - କାଳୀ
ବେଙ୍ଗ - ବେଙ୍ଗୁଲୀ
ବାଘ - ବାଘୁଣୀ
ସିଂହ - ସିଂହୀ
କୁକୁର - କୁକୁରୀ
ବଗ - ବଗୁଲୀ
କପୋତ - କପୋତୀ
ଶିବ - ଶିବାନୀ
ଦେବ - ଦେବୀ
ଭବ - ଭବାନୀ
ଦେବତା - ଦେବୀ
ଇନ୍ଦ୍ର - ଇନ୍ଦ୍ରାଣୀ
ଗାୟକ - ଗାୟିକା
ଗାଳ୍ପିକ - ଗାଳ୍ପିକା
ଲେଖକ - ଲେଖିକା
କବି - କବିୟତ୍ରୀ
ନେତା - ନେତ୍ରୀ
ସଦସ୍ୟ - ସଦସ୍ୟା
ପାଠକ - ପାଠିକା
ମାନବ - ମାନବୀ
- ନାଟକ - ନାଟିକା
Comments
Post a Comment